ଭାଇରାଲ୍‌-ମୋଡ୍‌ରେ-ତୁଲଜାପୁରର-ମନ୍ଦିର-ଅର୍ଥବ୍ୟବସ୍ଥା

Osmanabad , Maharashtra

Apr 20, 2020

ଭାଇରାଲ୍‌ ମୋଡ୍‌ରେ ତୁଲଜାପୁରର ମନ୍ଦିର ଅର୍ଥବ୍ୟବସ୍ଥା

କୋଭିଡ୍‌-୧୯ର ବ୍ୟାପ୍ତିକୁ ପ୍ରତିହତ କରିବା ଲାଗି ମାର୍ଚ୍ଚ ୧୭ ତାରିଖରୁ ଲକ୍‌ଡାଉନ୍‌ ଘୋଷିତ ହେବା ପରେ କାରବାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ, ଜୀବିକା ନିର୍ବାହ ଲାଗି ମରାଠୱାଡ଼ାର ତୁଲଜାପୁରରେ ଅବସ୍ଥିତ ପ୍ରସିଦ୍ଧ ମନ୍ଦିର ଉପରେ ନିର୍ଭର କରୁଥିବା ଦୋକାନୀ, ବୁଲାବିକାଳି ଏବଂ ଅନ୍ୟମାନେ ଏବେ ସଂଘର୍ଷରତ

Want to republish this article? Please write to [email protected] with a cc to [email protected]

Author

Medha Kale

ମେଧା କାଲେ ତୁଲଜାପୁରର ବାସିନ୍ଦା ଏବଂ ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ମରାଠୀ ଅନୁବାଦ ସମ୍ପାଦିକା। ସେ ମହିଳା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି ।