ବେକାର-ହୋଇ-ବସି-ରୁହ-ବା-ଫେରିଯାଇ-ବେକାର-ହୋଇ-ବସ

Bengaluru, Karnataka

Aug 03, 2020

‘ବେକାର ହୋଇ ବସି ରୁହ ବା ଫେରିଯାଇ ବେକାର ହୋଇ ବସ

ପ୍ରବାସୀ ନିର୍ମାଣ ଶ୍ରମିକ ଅମୋଡା ଓ ରାଜେଶ୍‌ ବାଙ୍ଗାଲୁରୁ ସ୍ଥିତ ସେମାନଙ୍କ ନୂଆ କାର୍ଯ୍ୟସ୍ଥଳରେ ପହଞ୍ଚିବାର ମାତ୍ର ଗୋଟିଏ ଦିନ ପରେ ତାଲାବନ୍ଦ ଆରମ୍ଭ ହୋଇଗଲା – ଫଳରେ ସେମାନଙ୍କୁ କୌଣସି ମଜୁରି ମିଳୁନାହିଁ ଓ ସେମାନେ ଅନ୍ୟ ସ୍ଥାନକୁ ଯିବା ମଧ୍ୟ ସମ୍ଭବ ନୁହେଁ । ଉଚ୍ଚ ମାଧ୍ୟମିକ ଶିକ୍ଷାର୍ଥୀଙ୍କ ଦ୍ୱାରା ପରୀ ପାଇଁ ପ୍ରସ୍ତୁତ ଏକ ରିପୋର୍ଟ

Want to republish this article? Please write to [email protected] with a cc to [email protected]

Author

Asba Zainab Shareef and Sidh Kavedia

ଅସ୍‌ବା ଜୈନାବ୍‌ ସରିଫ୍‌ ଓ ସିଧ୍‌ କାବେଡିଆ, ଉଭୟଙ୍କ ବୟସ ହେଉଛି ୧୭ ବର୍ଷ ଓ ସେମାନେ ବେଙ୍ଗାଲୁରୁ ସ୍ଥିତ ଶିବୁମି ବିଦ୍ୟାଳୟର ୧୨ ଗ୍ରେଡ୍‌ର ଶିକ୍ଷାର୍ଥୀ । ଏହା ହେଉଛି ପରୀ ପାଇଁ ସିଧ୍‌ଙ୍କ ଦ୍ୱିତୀୟ କାହାଣୀ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।