ବିମୁଦ୍ରାକରଣ-ଭୂତ

Aurangabad, Maharashtra

Aug 21, 2019

ବିମୁଦ୍ରାକରଣ ଭୂତ

ମରାଠ୍‌ୱାଡାର ଗ୍ରାମାଞ୍ଚଳରେ, ଯେଉଁଠାରେ କୃଷି ଭିତ୍ତିକ ବ୍ୟବସାୟିକ ଶୃଙ୍ଖଳ ମୁଖ୍ୟତଃ ନଗଦ ଉପରେ ଆଧାରିତ, ସେଠାରେ ଆଜି ମଧ୍ୟ କୃଷକମାନେ ୨୦୧୬ ନଭେମ୍ବରର ବିମୁଦ୍ରାକରଣ ପ୍ରଭାବରେ ମାନସିକ ଯନ୍ତ୍ରଣା ଭୋଗ କରୁଥିବା ଦେଖାଯାଉଛି – ଯାହା ବାଉନ୍‌ସ ହେଉଥିବା ଚେକ୍‌, ବ୍ୟାଙ୍କ ଉପଲବ୍ଧ ନହେବା ଓ ଶସ୍ୟର ମୂଲ୍ୟ ହ୍ରାସ ପାଇବା ଆଦି ମାଧ୍ୟମରେ ପ୍ରତିଫଳିତ ହେଉଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।