ବିପିଏଲ୍-ଏକାଦଶ-ସେମାନେ-ଭ୍ରାମ୍ୟମାଣ-କିନ୍ତୁ-ସେମାନଙ୍କ-ଅର୍ଥ-ନୁହେଁ

Aurangabad, Maharashtra

Aug 10, 2018

ବିପିଏଲ୍ ଏକାଦଶ: ସେମାନେ ଭ୍ରାମ୍ୟମାଣ କିନ୍ତୁ ସେମାନଙ୍କ ଅର୍ଥ ନୁହେଁ

ନୋଟ୍-ପ୍ରତିବନ୍ଧକ ମନିଅର୍ଡରକୁ ପଙ୍ଗୁ କରିଦେବା ଫଳରେ ମହାରାଷ୍ଟ୍ରରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଭୋକିଲା ପରିବାର ପାଖକୁ ଅର୍ଥ ପଠାଇବାକୁ ଅସମର୍ଥ ହେଉଛନ୍ତି । ପାଞ୍ଚଟି ରାଜ୍ୟରୁ ଅସିଥିବା ଶ୍ରମିକମାନେ ଔରଙ୍ଗାବାଦର ଆଦୁଲ୍ ଠାରେ ଏପରି ଏକ ବ୍ୟାଙ୍କ ବ୍ୟବସ୍ଥା ସହ ଯୁଝୁଛନ୍ତି ଯାହା ସେମାନଙ୍କୁ ବୁଝେନି କିମ୍ବା ସେମାନଙ୍କ ପାଇଁ କାମ କରେନି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।