ବିଦ୍ରୋହର-ଶିକ୍ଷା-ଦେଉଥିବା-ଏକ-ଟ୍ୟୁସନ୍-ସେଣ୍ଟର

Madurai, Tamil Nadu

Oct 31, 2018

ବିଦ୍ରୋହର ଶିକ୍ଷା ଦେଉଥିବା ଏକ ଟ୍ୟୁସନ୍ ସେଣ୍ଟର

ମଦୁରାଇର ଏକ ବସ୍ତି ଅଞ୍ଚଳରେ ହାତରେ ମଇଳା ସଫା କରୁଥିବା ଲୋକ ଓ ଅନ୍ୟମାନଙ୍କର ପିଲାଙ୍କ ପାଇଁ ଏକ ଟ୍ୟୁସନ୍ ସେଣ୍ଟର ପରିଚାଳନା କରିବା ଲାଗି ସମୟ ବାହାର କରିବାକୁ ଜଣେ ଶିକ୍ଷକ ୩ଟି ଚାକିରି କରୁଛନ୍ତି। ସେମାନଙ୍କର ବାପା ମା’ କରୁଥିବା କାମକୁ ଯେପରି ପିଲାମାନେ ନ କରିବେ ସେଥିପାଇଁ ସେ ସେମାନଙ୍କୁ ପ୍ରେରଣା ଦେଉଛନ୍ତି।

Want to republish this article? Please write to [email protected] with a cc to [email protected]

Author

Krithika Srinivasan

କ୍ରିତିକା ଶ୍ରୀନିବାସନ୍ ହେଉଛନ୍ତି ଜଣେ ଚେନ୍ନାଇ-ଭିତ୍ତିକ ମୁକ୍ତବୃତ୍ତି ସାମ୍ବାଦିକ ଏହା ସହିତ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ସେ ହେଉଛନ୍ତି ଜଣେ ତାଲିମପ୍ରାପ୍ତ କଣ୍ଢେଇନଚାଳି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।