ବିକ୍ଷୋଭରେ-ଶକ୍ତିର-ସଂଯୋଗ

Nashik, Maharashtra

Apr 04, 2019

ବିକ୍ଷୋଭରେ ‘ଶକ୍ତି’ର ସଂଯୋଗ

ଫେବ୍ରୁଆରୀ ୨୦-୨୧ରେ ଆଦିବାସୀ କୃଷକଙ୍କ ରାଲି। ସମସ୍ତଙ୍କ ହାତରେ ଥିଲା ସୌର ପ୍ଲେଟ୍ ଯେଉଁଥିରେ ସେମାନଙ୍କ ଫୋନ୍ ଏବଂ ଟର୍ଚ୍ଚଗୁଡ଼ିକ ରିଚାର୍ଜ ହେଉଥିଲା। ତାଙ୍କର ଅନ୍ୟାନ୍ୟ ଦାବିଗୁଡ଼ିକ ଭିତରେ ତାଙ୍କ ପଡ଼ାମାନଙ୍କୁ ବିଦ୍ୟୁତ ସଂଯୋଗ ଥିଲା ଅନ୍ୟତମ ଦାବି

Author

Jyoti

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।