ବଗାନିର-ଶତାଦ୍ଦୀ-ପୁରୁଣା-ଲୌହ-ମାନବ

Sangli, Maharashtra

Oct 28, 2020

ବଗାନିର ଶତାଦ୍ଦୀ ପୁରୁଣା ଲୌହ ମାନବ

ପଶ୍ଚିମ ମହାରାଷ୍ଟ୍ରର ସିକଲ୍‌ଗଡ କମାର ପରିବାର ଦ୍ୱାରା ହାତରେ ନିର୍ମିତ ବିଭିନ୍ନ ଉପକରଣଗୁଡିକ ଘରେ ଓ ଜମିରେ ବ୍ୟବହାର କରାଯାଏ ଓ ଗୁଆକାତି ପାଇଁ ଏହାର ସ୍ୱତନ୍ତ୍ର ପରିଚୟ ରହିଛି – ହେଲେ ସେଗୁଡିକର ଚାହିଦା ଏବେ କମିବାରେ ଲାଗିଛି ଓ ସେମାନଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।