ଭିଡିଓ ଦେଖନ୍ତୁ: ପୱାରୀ ବାଜୁଛି

ଗୁଜୁରାଟର ଡାଙ୍ଗ ଜିଲ୍ଲାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ପୱାରୀର ଏକ ପାରମ୍ପରିକ ଉପକରଣ, ଏବଂ ଉତ୍ସବ ଓ ପର୍ବପର୍ବାଣୀ ସମୟରେ ସେମାନଙ୍କ ଦ୍ୱାରା ନିୟମିତ ବ୍ୟବହୃତ ହୁଏ। ଏହି ଯନ୍ତ୍ରଟି ଏକ ସ୍ଥାନୀୟ ଗଛରୁ ସଂଗ୍ରହ କରାଯାଉଥିବା କାଠରେ ନିର୍ମିତ, ଏକ ଶିଙ୍ଗ ପରି ଆକୃତି ଯୋଗ କରାଯାଇ ଏକ ଉଜ୍ଜ୍ୱଳ ନୀଳ-ରୂପା ମିଶ୍ରଣ ରଙ୍ଗରେ ଚିତ୍ରିତ କରାଯାଇଥାଏ। ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ମୁଖ୍ୟତଃ ବିବାହ ସମୟରେ ମଧ୍ୟ ଏହି ପୱାରୀ ବଜାଯାଏ। କିନ୍ତୁ ଡାଙ୍ଗରେ ଏହା ବାରମ୍ବାର ବ୍ୟବହୃତ ହୁଏ, ବିଶେଷକରି ଡାଙ୍ଗ ଦରବାରରେ, ହୋଲି ସପ୍ତାହର ଏକ ଆକର୍ଷଣୀୟ ତିନି ଦିନିଆ ବାର୍ଷିକ ପର୍ବରେ ବ୍ୟବହାର କରାଯାଏ। ବର୍ତ୍ତମାନ କିନ୍ତୁ, ଖୁବ୍ କମ୍ ଲୋକ ପୱାରୀ ବଜାଉଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Sakshi

সাক্ষী

Other stories by Sakshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE