ସେଥିପାଇଁ ମହାରାଷ୍ଟ୍ରରେ ବଦଳ ଗାଡ଼ି ପ୍ରତିଯୋଗିତା ଏବେ ବୈଧ ହୋଇଯାଇଛି। ପଶୁ ପ୍ରତି କ୍ରୁରତା ନିରୋଧୀ ବିଲ (ମହରାଷ୍ଟ୍ର ସଂଶୋଧନ) ୨୦୧୭ ଏପ୍ରିଲ ମାସରେ ରାଜ୍ୟ ବିଧାନସଭାରେ ପାସ ହେବା ପରେ ଏଭଳି ପ୍ରତିଯୋଗିତାକୁ ଆଇନ୍‌ର ସବୁଜ ସଂକେତ ମିଳିଯାଇଛି। ଯେମିତିକି ତାମିଲନାଡୁରେ ଜାଲିକାଟୁକୁ ବୈଧତା ମିଳିଛି।

ଏବେ ଗଣମାଧ୍ୟମକୁ ସରକାରୀ ସୂତ୍ରରୁ କୁହାଯାଇଛି ଯେ, ମହାରାଷ୍ଟ୍ର ବିଧାନସଭାରେ ପାସ ହୋଇଥିବା ବିଲ୍‌କୁ ରାଷ୍ଟ୍ରପତି ମୋହର ମାରିଛନ୍ତି।

ଏହା ଗୋଟିଏ ଦଶନ୍ଧି ତଳର ଘଟଣାକୁ ମନେ ପକାଇ ଦେଇଛି। ଥରେ ଚନ୍ଦ୍ରପୁର ଜିଲ୍ଲାର ଦେଲନୱାଡି ଗାଁରେ ମୁଁ ପୂରା ଦିନ ପ୍ରତିଯୋଗିତା ଦେଖିବାରେ ଅତିବାହିତ କରିଥିଲି - ଯେତେବେଳେ ଏହା ଆଇନ ସମ୍ମତ ନଥିଲା (ଏବଂ ଖୁବ ଲୋପ୍ରିୟ ଥିଲା)। ଏହା ଥିଲା ୨୦୦୭ ମସିହାର ଘଟଣା। ସେଦିନ ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି। କିଛି ଲୋକ ଦୌଡାଦୌଡି କଲେ। ଜଣେ ତଳେ ପଡ଼ିଗଲା। ବଳଦ ଗାଡ଼ି ଚଢିଯିବାରୁ ତାର ମୃତ୍ୟୁ ଘଟିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE