ପୁଲ୍‌ୱାମାରେ-କେଶରର-ରଙ୍ଗ-ଭିନ୍ନ

Pulwama, Jammu and Kashmir

Jan 20, 2020

ପୁଲ୍‌ୱାମାରେ କେଶରର ରଙ୍ଗ ଭିନ୍ନ

କଶ୍ମୀରର କେଶର ଚାଷୀମାନଙ୍କୁ ଏକ ନୀରସ ଋତୁର ସାମନା କରିବାକୁ ପଡୁଛି – ସମୟ ପୂର୍ବରୁ ତୁଷାରପାତ ହେବା, ଧାରା ୩୭୦ ଉଚ୍ଛେଦ ଯୋଗୁଁ” ବିଭିନ୍ନ କଟକଣା ଜାରି ହେବା ଓ ଶ୍ରମିକ ଅଭାବ ଯୋଗୁଁ ବର୍ଷ ବର୍ଷ ଧରି ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରିଆସୁଥିବା ଏହି ବ୍ୟବସାୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।