ପୁରୀର-ଟାହିଆ-ନିର୍ମାତା

Puri, Odisha

May 07, 2023

ପୁରୀର ଟାହିଆ ନିର୍ମାତା

ଓଡ଼ିଶାର ଓଡ଼ିଆ ମଠ ଗାଁରେ କୁଶଳୀ କାରିଗର ଉପେନ୍ଦ୍ର କୁମାର ପୁରୋହିତ ଶୋଲପିଠ ଉଦ୍ଭିଦର ଭିତର ନରମ ସ୍ପଞ୍ଜକୁ ବ୍ୟବହାର କରି ଆଭୂଷଣ ତିଆରି କରିଥାନ୍ତି - ତିନି ଦଶନ୍ଧିରୁ ଅଧିକ ପୁରୁଣା ଏହି କଳା ବିଷୟରେ ସେ ଯାହା କୁହନ୍ତି

Student Reporter

Anushka Ray

Translator

OdishaLIVE

Want to republish this article? Please write to [email protected] with a cc to [email protected]

Student Reporter

Anushka Ray

ଅନୁଷ୍କା ରାୟ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଛାତ୍ରୀ।

Editors

Aditi Chandrasekhar

ଅଦିତି ଚନ୍ଦ୍ର ଶେଖର ଜଣେ ସାମ୍ବାଦିକା ଏବଂ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ବିଷୟବସ୍ତୁ ସମ୍ପାଦିକା। ସେ ପରୀ ଏଜୁକେସନ ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଲିଖିତ ବିଷୟବସ୍ତୁ ପରୀରେ ପ୍ରକାଶ କରିବା ଲାଗି ସେମାନଙ୍କ ସହିତ କାର୍ଯ୍ୟ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।