ପୁନେରେ-ଏସଟି-ବସ୍‍-ହେଉଛି-ଗ୍ରାମବାସୀମାନଙ୍କର-ଏକମାତ୍ର-ସାହାଭରସା

Pune, Maharashtra

Dec 05, 2021

ପୁନେରେ: ଏସଟି ବସ୍‍ ହେଉଛି ଗ୍ରାମବାସୀମାନଙ୍କର ଏକମାତ୍ର ସାହାଭରସା

ରାଜ୍ୟ ପରିବହନ କର୍ମଚାରୀମାନଙ୍କର ଧର୍ମଘଟ- ଉତ୍ତମ ପାରିଶ୍ରମିକ ଓ ନିୟମିତ ଦରମା ପାଇଁ- ଅକ୍ଟୋବର ମାସ ୨୭ ତାରିଖଠାରୁ ମହାରାଷ୍ଟ୍ରରେ ବସ୍ ଚଳାଚଳ ବନ୍ଦ କରି ଦେଇଛନ୍ତି। ଖାଲି ବସ୍‍ ଷ୍ଟାଣ୍ଡ, ସୀମିତ ଯାତ୍ରା ବିକଳ୍ପ ଗ୍ରାମୀଣ ଯାତ୍ରୀମାନଙ୍କର ଦୁର୍ଦ୍ଦଶା ବଢାଇ ଦେଇଛି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Medha Kale

ମେଧା କାଲେ ତୁଲଜାପୁରର ବାସିନ୍ଦା ଏବଂ ସେ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ମରାଠୀ ଅନୁବାଦ ସମ୍ପାଦିକା। ସେ ମହିଳା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।