ପଲଘରରେ-ଶୋଇଯାଇଥିବା-ଧାନ-ଭୂଇଁରେ-ମିଶିଯାଇଥିବା-ଆଶା

Palghar, Maharashtra

Dec 08, 2020

ପଲଘରରେ : ଶୋଇଯାଇଥିବା ଧାନ, ଭୂଇଁରେ ମିଶିଯାଇଥିବା ଆଶା

ମହାରାଷ୍ଟ୍ରର ଏହି ଜିଲ୍ଲାର ଗେଟ୍‌ସ ବୁଦ୍ରୁକ ଏବଂ ଅନ୍ୟ ଗ୍ରାମଗୁଡ଼ିକରେ ଅକ୍ଟୋବର ମାସରେ ଭୀଷଣ ବର୍ଷା ଯୋଗୁଁ ଧାନ ଚାଷୀମାନେ ଏ ପର୍ଯ୍ୟନ୍ତ ନଷ୍ଟ ହୋଇଥିବା ଫସଲ, କମ୍‌ ଅମଳ, ପରିଶୋଧ ହୋଇନଥିବା ଋଣ ଏବଂ କ୍ଷତିପୂରଣର ସୂଚନାର ଅଭାବଜନିତ ବନିଶିକଣ୍ଟାରେ ପଡ଼ି ଛଟପଟ ହେଉଛନ୍ତି

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।