ପଦଯାତ୍ରାରୁ-ବିଶ୍ୱାସ-ନେଇ-ଫେରିଲେ

New Delhi, Delhi

Dec 21, 2018

ପଦଯାତ୍ରାରୁ ବିଶ୍ୱାସ ନେଇ ଫେରିଲେ

ଅଧିକାଂଶଙ୍କ ପାଇଁ ଦୀର୍ଘ ଦିନ ଧରି ଜାରି ରହିଥିବା ଯନ୍ତ୍ରଣାଦାୟକ ଯାତ୍ରା ପରେ, କୃଷକମାନେ ନଭେମ୍ବର 30ରେ ସଂସଦ ମାର୍ଗ ଆଡ଼କୁ ସ୍ଲୋଗାନ୍‌ ଦେଇ, ଗୀତ ଗାଇ ଏବଂ ସେମାନଙ୍କ ଦାବି ବାବଦରେ କହି ଯାତ୍ରା କରିଥିଲେ । ତା ପରେ ସେମାନେ ନିଜ କ୍ଷେତକୁ ଫେରି ଆସିବାକୁ ପ୍ରସ୍ତୁତ ହୋଇଗଲେ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।