ନୂଆ-ଆଇନ-ଚାହୁଁନାହାନ୍ତି-ମହିଳା-ଚାଷୀ

Pune, Maharashtra

Mar 15, 2021

'ନୂଆ ଆଇନ ଚାହୁଁନାହାନ୍ତି ମହିଳା ଚାଷୀ'

ଭାରତରେ ମହିଳାମାନେ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ନିର୍ବାହ କରିଥାନ୍ତି, କିନ୍ତୁ ସେମାନଙ୍କୁ କେବେ ବି ଚାଷୀ ଭାବେ ମାନ୍ୟତା ମିଳିନାହିଁ- ବିଗତ ସପ୍ତାହରେ ଏମାନଙ୍କ ମଧ୍ୟରୁ ଅନେକ ମହିଳା ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ସମର୍ଥନ କରିବା ଲାଗି ପୁଣେଠାରେ ଏକତ୍ରିତ ହୋଇଥିଲେ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Vidya Kulkarni

ବିଦ୍ୟା କୁଲକର୍ଣ୍ଣୀ ପୁଣେଠାରେ ଅବସ୍ଥାପିତ ଜଣେ ସ୍ୱାଧୀନ ଲେଖିକା ଏବଂ ଫଟୋଗ୍ରାଫର। ସେ ମହିଳାଙ୍କ ଅଧିକାରକୁ ନେଇ ଲେଖାଲେଖି କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।