ଧୁଲ୍ପେଟର-ଦେବତାମାନଙ୍କର-ରୂପକାର

Hyderabad, Telangana

Oct 05, 2019

ଧୁଲ୍ପେଟର ଦେବତାମାନଙ୍କର ରୂପକାର

ଚାଲିଥିବା ଗଣେଶ ଚତୁର୍ଥୀ ଉତ୍ସବର କେଇମାସ ପୂର୍ବରୁ ଦଳେ କାରିଗର, ସେମାନଙ୍କର ମଧ୍ୟରୁ ଅଧିକାଂଶ ପ୍ରବାସୀ ହାଇଦ୍ରାବାଦକୁ ଆସନ୍ତି ମୂର୍ତ୍ତି ତିଆରି କରିବା ପାଇଁ। କିନ୍ତୁ ସେମାନେ କୁହନ୍ତି ବଜାରରେ ଥିବା ଶସ୍ତା ସାମଗ୍ରୀଗୁଡ଼ିକ କାରଣରୁ ଏହି କାମ ବର୍ତ୍ତମାନ ନିୟମିତ ନୁହେଁ ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।