ଧିମା-ଟ୍ରେନ୍‌-କଷ୍ଟ-କାମ-କମ୍‌-ମଜୁରୀ-ଲମ୍ବା-ଦିନ

South 24 Parganas, West Bengal

Jan 23, 2019

ଧିମା ଟ୍ରେନ୍‌, କଷ୍ଟ କାମ, କମ୍‌ ମଜୁରୀ, ଲମ୍ବା ଦିନ

ସୁନ୍ଦରବନ କୂଳରେ ଥିବା ଦୂରନ୍ତ ଷ୍ଟେସନ୍‌ଗୁଡ଼ିକରୁ ପ୍ରତିଦିନ ଅନେକ ଘରୋଇ କାମବାଲୀ ଦକ୍ଷିଣ କୋଲକାତାକୁ ଆସନ୍ତି। ଛୁଟିହୀନ କର୍ମଦିବସର ଚାହିଦା ସେମାନଙ୍କ ଦୀର୍ଘ ଟ୍ରେନ୍‌ ଯାତ୍ରାର କଷ୍ଟକୁ ଆହୁରି ବଢ଼ାଇ ଦିଏ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।