ଦୀର୍ଘ-ଯାତ୍ରା-କ୍ଷତାକ୍ତ-ପାଦ-ଓ-ଦୃଢ-ମନୋବଳ

Mumbai, Maharashtra

Jun 22, 2018

ଦୀର୍ଘ ଯାତ୍ରା, କ୍ଷତାକ୍ତ ପାଦ ଓ ଦୃଢ ମନୋବଳ

ଆଜାଦ ପଡ଼ିଆରେ ମାର୍ଚ୍ଚ ୧୨ ତାରିଖରେ ଏକତ୍ରିତ ହୋଇ ମୁମ୍ବାଇବାସିନ୍ଦାଙ୍କଠାରୁ ସମର୍ଥନ ମାଗିଥିବା ଚାଷୀମାନେ ଜାଣନ୍ତି ଯେ ସେମାନେ ଏକ ସଂଘର୍ଷରେ ବିଜୟୀ ହୋଇଛନ୍ତି କିନ୍ତୁ ଯୁଦ୍ଧରେ ନୁହେଁ। ସେମାନେ କହନ୍ତି, ‘ଆମେ ପୁଣିଥରେ ଶୋଭାଯାତ୍ରା ଆରମ୍ଭ କରିବୁ। ’

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।