ଦିଲ୍ଲୀରେ-ଅସନ୍ତୋଷ-ଏବଂ-ସଂକଳ୍ପ

New Delhi, Delhi

Oct 25, 2018

ଦିଲ୍ଲୀରେ ଅସନ୍ତୋଷ ଏବଂ ସଂକଳ୍ପ

ସେପଟେମ୍ବର ୫, ଦାବି ଦୋହରାଇବା ପାଇଁ ଏକ ବିଶାଳ ନିର୍ଣ୍ଣାୟକ ରାଲିରେ ଆସି ରାଜଧାନୀରେ ପ୍ରାୟ ୩୦୦,୦୦୦ କୃଷକ ଏକାଠି ହୋଇଥିଲେ । ଅନ୍ୟାନ୍ୟ ଦାବି ଭିତରେ ଥିଲା ଜମି ପଟ୍ଟା ଏବଂ ମଜୁରୀ ବୃଦ୍ଧି। ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସଂକେତ ଦେଇଥିଲେ କୃଷକ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।