ତେଲଙ୍ଗାନାରେ-ତାଲାବନ୍ଦ---ଝୁଡ଼ି-ବ୍ୟବସାୟ

Nalgonda, Telangana

Jun 17, 2020

ତେଲଙ୍ଗାନାରେ ତାଲାବନ୍ଦ – ଝୁଡ଼ି ବ୍ୟବସାୟ

କୋଭିଡ-୧୯ ଲକ୍‌‌ଡାଉନ୍‌ କାରଣରୁ ତେଲଙ୍ଗାନାର କାଙ୍ଗଲ ଗ୍ରାମରେ ଝୁଡ଼ି ବ୍ୟବସାୟ ଠପ ହୋଇଯାଇଛି। ବର୍ତ୍ତମାନ ୟେରୁକୁଲା ତଫସିଲଭୁକ୍ତ ଜନଜାତି ସମ୍ପ୍ରଦାୟର ଝୁଡ଼ି ବ୍ୟବସାୟୀମାନେ କୃଷି କାର୍ଯ୍ୟ, ପିଡିଏସ ଚାଉଳ ଓ ରିଲିଫ ପ୍ୟାକେଜ ଉପରେ ନିର୍ଭରଶୀଳ ରହିଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।