ତମାସା-ସର୍କିଟ୍‌ରେ-ଦିନରାତି-ପରିଶ୍ରମ

Pune, Maharashtra

Feb 11, 2019

ତମାସା ସର୍କିଟ୍‌ରେ ଦିନରାତି ପରିଶ୍ରମ

ୟୁପିର ବିଭିନ୍ନ ଗ୍ରାମରୁ ଆସିଥିବା ଦିନ ଶ୍ରମିକ ଯେଉଁମାନେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ତମାସା ଦଳ ସହିତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି, କାମ ଗୋଟିଏ ପ୍ରକାରର ଓ କ୍ଲାନ୍ତିଭରା, ଖାଦ୍ୟ ଓ ବିଶ୍ରାମ ନେବା ସମୟର ଠିକଣା ନଥାଏ କିନ୍ତୁ ଏହି ବୃତ୍ତି ସେମାନଙ୍କୁ ନିଜ ଘର ପାଇଁ କିଛି ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ ।

Want to republish this article? Please write to [email protected] with a cc to [email protected]

Author

Shatakshi Gawade

ଶତାକ୍ଷୀ ଗାୱଡେ ପୁନେର ଜଣେ ସ୍ୱାଧୀନ ସାମ୍ବାଦିକ। ସେ ପରିବେଶ, ଅଧିକାର ଓ ସଂସ୍କୃତି ଉପରେ ଲେଖନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।