ଜୀବନଧାରଣ-ପାଇଁ-ଦିନକୁ-୬୦୦୦-ପତ୍ରସଂଗ୍ରହ

Thane, Maharashtra

Jun 07, 2018

ଜୀବନଧାରଣ ପାଇଁ ଦିନକୁ ୬,୦୦୦ ପତ୍ରସଂଗ୍ରହ

ଥାନେର ମୁର୍ବିଚାପଡ଼ାର ତୁଳସୀ ଭଗତ ଚାଷ ଓ ଘର କାମ ବ୍ୟତୀତ ମାସକୁ ୧୫ ଥର ୩୨ ଘଣ୍ଟା ଧରି ପତ୍ର ବିକ୍ରି କରିବାକୁ କାମ କରିଥାନ୍ତି ଏବଂ ସେ ଆଶା କରନ୍ତି ଯେ ତାଙ୍କ ପିଲାମାନଙ୍କୁ ଶିକ୍ଷିତ କଲେ ସେମାନେ ଏହି କଠିନ ପରିଶ୍ରମରୁ ମୁକ୍ତି ପାଇପାରିବେ।

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।