ଜମି-ଚଳାଇବା-ପାଇଁ-କୃଷକ-ଅର୍ଥ-ଆବଶ୍ୟକ-କରନ୍ତି

Chittoor, Andhra Pradesh

Aug 30, 2021

‘ଜମି ଚଳାଇବା ପାଇଁ କୃଷକ ଅର୍ଥ ଆବଶ୍ୟକ କରନ୍ତି’

ଚିନି କଳଗୁଡ଼ିକ ସେମାନଙ୍କୁ ଅର୍ଥ ପୈଠ କରିବେ ଏହାକୁ ଆନ୍ଧ୍ରପ୍ରଦେଶର ଚିତ୍ତୁର ଏବଂ ୱାଇଏସଆର୍ ଜିଲ୍ଲାର ଆଖୁଚାଷୀମାନେ ପ୍ରାୟ ଦୁଇ ବର୍ଷ ହେବ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଋଣ ନେଇଛନ୍ତି ଏବଂ କରଜରେ ବୁଡ଼ି ଯାଇଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

G. Ram Mohan

ଜି. ରାମ ମୋହନ ହେଉଛନ୍ତି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଥିବା ଜଣେ ମୁକ୍ତ ବୃତ୍ତି ସାମ୍ବାଦିକ । ସେ ଶିକ୍ଷା କୃଷି ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।