ଜମି-ଓ-ଜଙ୍ଗଲରୁ-ମୁମ୍ବାଇକୁ-ଦୀର୍ଘ-ଯାତ୍ରା

Nashik, Maharashtra

Aug 28, 2018

ଜମି ଓ ଜଙ୍ଗଲରୁ ମୁମ୍ବାଇକୁ ଦୀର୍ଘ ଯାତ୍ରା

ହଜାର ହଜାର କୃଷକ ମୁମ୍ବାଇରେ ଶୋଭାଯାତ୍ରାରେ ଚାଲିଛନ୍ତି ବିଧାନସଭା ଘେରାଉ କରିବାକୁ ଏବଂ ସେମାନଙ୍କ ଦାବି ପୂରଣ ନେଇ ଚାପ ପକାଇବାକୁ। ସେମାନଙ୍କ ଅନୁସାରେ ସରକାର ଫସଲ ମୂଲ୍ୟ ବୃଦ୍ଧି, ଋଣ ଛାଡ, ଜଙ୍ଗଲ ଅଧିକାର, ଫସଲ କିଣା ଏବଂ ଏମିତି ଅନେକ ଦାବି ପୂରଣ କରିବା ଦିଗରେ ସେମାନଙ୍କ ସହ ପ୍ରତାରଣା କରିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।