ଜଙ୍ଗଲରୁ-ଅନିଶ୍ଚିତତା-ଭିତରକୁ-ବିତାଡ଼ିତ

Panna, Madhya Pradesh

Jun 03, 2019

ଜଙ୍ଗଲରୁ ଅନିଶ୍ଚିତତା ଭିତରକୁ ବିତାଡ଼ିତ

ସ୍ଥାନାନ୍ତର କରାଯିବା ପରେ ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କେନ୍ଦ୍ରସ୍ଥଳରେ ଥିବା ତାଲଗାଓଁର ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଜୀବିକା ଛାଡ଼ିବାକୁ ବାଧ୍ୟ ହେଲେ। ଜମିର ମାଲିକାନା, ଖାଉଟି ସାମଗ୍ରୀ ଏବଂ ସ୍କୁଲ୍‌ ସୁବିଧା ନଥାଇ, ଆଗକୁ ପୁଣି ବାସଚ୍ୟୁତ ହେବା ଆଶଙ୍କା ଭିତରେ ସେମାନେ ଏବେ ବାସ କରୁଛନ୍ତି ।

Want to republish this article? Please write to [email protected] with a cc to [email protected]

Author

Maithreyi Kamalanathan

ମୈତ୍ରୈୟୀ କମଲାନାଥନ୍‌ ହେଉଛନ୍ତି ମଧ୍ୟପ୍ରଦେଶ ପାନ୍ନାସ୍ଥିତ ପ୍ରୋଜେକ୍ଟ କୋଶିକାର ବୁନ୍ଦେଲଖଣ୍ଡ ଆକ୍ସନ୍‌ ଲ୍ୟାବ୍‌ର କମ୍ୟୁନିକେସନ୍ ହେଡ୍‌ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।