ଚିରାଡ଼ପାଡ଼ାରେ-ସମୃଦ୍ଧି-ଯୋଗୁଁ-ଧରାଶାୟୀ

Thane, Maharashtra

Apr 16, 2019

ଚିରାଡ଼ପାଡ଼ାରେ ସମୃଦ୍ଧି ଯୋଗୁଁ ଧରାଶାୟୀ

ଯେତେବେଳେ ମୁମ୍ବାଇ-ନାଗପୁର ସମୃଦ୍ଧି ରାଜପଥର ଏକ ଲମ୍ବା ପୋଲ ସେମାନଙ୍କ ପଡ଼ା ଗାଁ ଭିତର ଦେଇ ଆଗକୁ ବଢ଼ିବ, ଠାଣେ ଜିଲ୍ଲାର ଚିରାଡ଼ପାଡ଼ା ଗାଁ ବାହାରେ ବହୁ ଦଶନ୍ଧି ଧରି ରହିଆସୁଥିବା ଚାରିଟି କଟକରି ଆଦିବାସୀ ପରିବାର ହୁଏତ ଅବିଳମ୍ବେ ସେମାନଙ୍କ କୁଡ଼ିଆ ଘର ଏବଂ ଜୀବିକା ହରାଇବେ

Author

Jyoti

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।