ଚରାର-ଇ-ସରିଫରେ-କଂଗ୍ରିର-ଉଷ୍ମତା

Badgam, Jammu and Kashmir

Mar 03, 2020

ଚରାର-ଇ-ସରିଫରେ କଂଗ୍ରିର ଉଷ୍ମତା

କଂଗ୍ରି, କାଶ୍ମୀରରେ ଭୀଷଣ ଶୀତ ସମୟରେ ବେତ ଆଚ୍ଛାଦିତ କାଠ କୋଇଲା ନିଆଁ ଥିବା ମାଟିର ‘ଅଗ୍ନି-ପାତ୍ର’ର ଚାହିଦା ଖୁବ୍‌ ଅଧିକ ଥାଏ। ଏବଂ ଏହି ଋତୁକାଳୀନ ବ୍ୟବସାୟ କାରିଗର, କୃଷକ ଏବଂ ଶ୍ରମିକମାନଙ୍କୁ ବଞ୍ଚାଇ ରଖିଛି।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।