ଚନ୍ଦ୍ରପୁର-ନିର୍ବାଚନ-ଫଳାଫଳର-ଭବିଷ୍ୟବାଣୀ-କରୁଥିବା-ଗଛ

Chandrapur, Maharashtra

May 21, 2019

ଚନ୍ଦ୍ରପୁର ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ କରୁଥିବା ଗଛ

ପୂର୍ବ ମହାରାଷ୍ଟ୍ରର ବାରଞ୍ଜ ମୋକସା ଏବଂ ଅନ୍ୟ ଗାଁମାନଙ୍କରେ ଏକ କୋଇଲା ଖଣି ଲୋକମାନଙ୍କର ଜମି ଓ ଜୀବନ ଜୀବିକାକୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇବା ପରେ ସେଠାକାର ବିଜେପି ସାଂସଦ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିନଥିବା କଥା ଲୋକମାନେ କହୁଛନ୍ତି। ତେଣୁ ଏପ୍ରିଲ ୧୧ ତାରିଖ ଭୋଟ ପରେ ସେମାନେ ତାଙ୍କୁ କ୍ଷମତାଚ୍ୟୁତ କରିବେ ବୋଲି ପ୍ରକାଶ କରିଛନ୍ତି।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।