ଗ୍ରାମୀଣ-ସାମ୍ବାଦିକମାନେ-ବିନା-ଶବ୍ଦରେ-ଜୀବନ-ହରାଉଛନ୍ତି

Osmanabad, Maharashtra

May 23, 2021

ଗ୍ରାମୀଣ ସାମ୍ବାଦିକମାନେ: ବିନା ଶବ୍ଦରେ ଜୀବନ ହରାଉଛନ୍ତି

ମହାରାଷ୍ଟ୍ରର ସାମ୍ବାଦିକମାନେ ଆଗଧାଡ଼ିର ଯୋଦ୍ଧା ମାନ୍ୟତା ଦାବି କରୁଥିବା ବେଳେ ମଧ୍ୟ କୋଭିଡ - ୧୯ ରେ ମୃତ୍ୟୁବରଣ କରୁଛନ୍ତି। ଗ୍ରାମାଞ୍ଚଳର ସାମ୍ବାଦିକମାନେ ଟୀକା ଓ ଉତ୍ତମ ସ୍ୱାସ୍ଥ୍ୟବ୍ୟବସ୍ଥା ସହଜରେ ନପାଇ ସଂକଟାପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।