କ୍ରମାଗତ-କ୍ଷତିର-ଶିକାର-ହେଉଛନ୍ତି-ବାରାଣସୀର-ବୁଣାକାର

Varanasi, Uttar Pradesh

Nov 11, 2021

କ୍ରମାଗତ କ୍ଷତିର ଶିକାର ହେଉଛନ୍ତି ବାରାଣସୀର ବୁଣାକାର

ସହରର ବଜରଡିହା କ୍ଲଷ୍ଟରରେ ପାୱାରଲୁମ୍ ବୁଣାକାରମାନଙ୍କ ପାଇଁ ବର୍ତ୍ତମାନ ସମୟ, ଲକଡାଉନ ଏବଂ ବନ୍ୟା ପାଇଁ କ୍ରମାଗତ ସଙ୍କଟ ନେଇ ଆସିଛି। କିନ୍ତୁ ବିଦ୍ୟୁତ ବିଲ୍ ଉପରେ ସେମାନଙ୍କୁ ମିଳୁଥିବା ସବସିଡି ଉପରେ ଉତ୍ତରପ୍ରଦେଶ ସରକାର ସମୀକ୍ଷା କରିବା କାରଣରୁ ସେମାନେ ସବୁଠୁ ଅଧିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି

Author

Samiksha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Samiksha

ସମୀକ୍ଷା ହେଉଛନ୍ତି ବାରାଣସୀରେ ଅବସ୍ଥାପିତ ଜଣେ ମୁକ୍ତବୃତ୍ତିର ମଲ୍ଟିମିଡିଆ ସାମ୍ବାଦିକା। ସେ ୨୦୨୧ରେ ଅଣ ଲାଭକାରୀ ଗଣମାଧ୍ୟମ ସଂଗଠନ ଇଣ୍ଟରନ୍ୟୁଜ ଏବଂ ଇନ୍ ଓଲ୍‌ଡ ନ୍ୟୁଜର ମୋବାଇଲ ଜର୍ଣ୍ଣାଲିଜମ ଫେଲୋସିପ ପାଇଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।