କାସରଗୋଡ଼ର-ବାଉଁଶ-ଢୋଲବାଦକ

Kasargod, Kerala

May 23, 2019

କାସରଗୋଡ଼ର ବାଉଁଶ ଢୋଲବାଦକ

କେରଳର ପରପ୍ପା ଗାଁରେ ମାଭିଲନ୍‌ ଆଦିବାସୀ ସଂପ୍ରଦାୟର ପୁରୁଷମାନେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ‘ଘାସ’ରେ ଢୋଲ ବଜାନ୍ତି ଏବଂ ବର୍ଷର ଅନ୍ୟ ସମୟରେ ଏହି ବାଦ୍ୟକାରମାନେ ପାଲଟି ଯାଆନ୍ତି ଦିନ ମଜୁରିଆ ।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Gopika Ajayan

ଗୋପିକା ଅଜୟନ୍‌, ଚେନ୍ନାଇର ଏସିଆନ୍‌ କଲେଜ ଅଫ୍‌ ଜର୍ଣ୍ଣାଲିଜ୍‌ମର ଜଣେ ଗ୍ରାଜୁଏଟ୍‌ ଏବଂ ଭାରତର ବିଭିନ୍ନ ଆଦିବାସୀ ସଂପ୍ରଦାୟର କଳା ଓ ସଂସ୍କୃତି ଉପରେ ବିଶେଷ ଦୃଷ୍ଟି ସହ କାର୍ଯ୍ୟରତ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।