କାଶ୍ମୀର-ତିଆରି-କରୁଥିବା-ଚଙ୍ଗପାମାନେ

Leh, Jammu and Kashmir

Feb 19, 2019

କାଶ୍ମୀର ତିଆରି କରୁଥିବା ଚଙ୍ଗପାମାନେ

ଲାଦାଖର ହାନ୍‌ଲେ ଉପତ୍ୟକା ଅଞ୍ଚଳରେ ବାସ କରୁଥିବା ଯାଯାବର ଚାଙ୍ଗପାମାନେ ପସ୍‌ମିନା ଛେଳି ପାଳନ କରନ୍ତି, ସମୂଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ଚାରଣଭୂମିରେ ବସବାସ କରନ୍ତି ଓ ଏପରିକି ଆଜି ମଧ୍ୟ ସେମାନଙ୍କ ମଧ୍ୟରେ ନେଣଦେଣ ପ୍ରଥା ପ୍ରଚଳିତ ଅଛି- କିନ୍ତୁ ସେମାନଙ୍କ ଜୀବନ ଶୈଳୀ ବଦଳୁଛି । ଏହି ଫଟୋ ପ୍ରବନ୍ଧରେ ଚାଙ୍ଗପା କର୍ମା ରିନ୍‌ଚେନ୍‌ଙ୍କ ଗୋଷ୍ଠୀ ବିଷୟରେ କୁହାଯାଇଛି ।

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।