କଚ୍ଛର-ପହଁରୁଥିବା-ଓଟ

Kachchh, Gujarat

Feb 19, 2019

କଚ୍ଛର ପହଁରୁଥିବା ଓଟ

ପ୍ରସିଦ୍ଧ ଖରାଇ ଓଟମାନେ ସେମାନଙ୍କର ଅଧିକାଂଶ ଖାଦ୍ୟ ସମୁଦ୍ର ମଧ୍ୟରେ ଦ୍ୱୀପରେ ଥିବା ହେନ୍ତାଳବନରୁ ପାଇଥାନ୍ତି। ସେମାନେ ସେଠାକୁ ପହଁରି ପହଁରି ଯାଇଥାନ୍ତି। ହଁ, ପହଁରିକରି! ସେମାନେ ପହଁରା ମାଧ୍ୟମରେ ଗୁଜରାଟର କଚ୍ଛର ଉପକୂଳରେ ଅନେକ କିମି ଯାଇଥାନ୍ତି ।

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରୀତାୟନ ମୁଖାର୍ଜୀ କୋଲକାତାରେ ରହୁଥିବା ଜଣେ ଫଟୋଗ୍ରାଫର ଏବଂ ପରୀର ବରିଷ୍ଠ ଫେଲୋ। ସେ ଭାରତର ପ୍ରାଣୀପାଳକ ଓ ଯାଯାବର ସମ୍ପ୍ରଦାୟର ଜୀବନୀ ଉପରେ ଆଧାରିତ ଏକ ଦୀର୍ଘକାଳୀନ ପ୍ରକଳ୍ପ ଉପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।