ଓଡ଼ିଶାରେ-ଶସ୍ୟ-ପର୍ବ

Kandhamal, Odisha

Aug 27, 2020

ଓଡ଼ିଶାରେ ଶସ୍ୟ ପର୍ବ

ଓଡିଶାର କନ୍ଧମାଳ ଜିଲ୍ଲାରେ ଆଦିବାସୀ ମହିଳାମାନେ ପିଢି ପରେ ପଢି ବିଭିନ୍ନ ଦେଶୀୟ ବୀଜଗୁଡିକୁ ସଂରକ୍ଷିତ କରି ରଖୁଛନ୍ତି; ଏକ ବାର୍ଷିକ ପର୍ବରେ ସେମାନେ ସମସ୍ତେ ଏକତ୍ରିତ ହୋଇ ସମସ୍ତ ବିଭିନ୍ନ ବିଧି ବିଧାନ ପାଳନ ପୂର୍ବକ ଉତ୍ସବ ପାଳନ କରି ଏହି ବୀଜଗୁଡିକ ବିଷୟରେ ଆଲୋଚନା କରନ୍ତି ଓ ପରସ୍ପର ମଧ୍ୟରେ ଏହାର ବିନିମୟ କରିଥାନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Rakhi Ghosh

ରାଖି ଘୋଷ ହେଉଛନ୍ତି ଓଡିଶାର ଭୂବନେଶ୍ୱରରେ ରହୁଥିବା ଜଣେ ସ୍ୱାଧୀନ ସମ୍ବାଦିକ । ସେ ହେଉଛନ୍ତି ପୂର୍ବତନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ ସେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରବାସ ଓ ଜଳବାୟୁ ପରିବର୍ତ୍ତନ ଉପରେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।