ଏହି-ପରିଶ୍ରମର-ଉଚିତ-ଫଳ-ମିଳୁନି-କଶ୍ମୀରର-ସେଓ-ବ୍ୟବସାୟ

Budgam, Jammu and Kashmir

Nov 28, 2019

ଏହି ପରିଶ୍ରମର ଉଚିତ ଫଳ ମିଳୁନି : କଶ୍ମୀରର ସେଓ ବ୍ୟବସାୟ

ଅଗଷ୍ଟ ୫ରେ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଏଠାରେ ଲାଗିରହିଥିବା ଅସ୍ଥିରତା ଯୋଗୁଁ ସେଓ ବଗିଚା ମାଲିକ ଓ ବ୍ୟବସାୟୀମାନଙ୍କ ଆୟ ବହୁ ପରିମାଣରେ ହ୍ରାସ ପାଇଥିବାରୁ ସେମାନଙ୍କୁ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ସମୟରେ ସେମାନଙ୍କ ମାର୍କେଟିଂ ଋତୁ ମଧ୍ୟ ଆରମ୍ଭ ହୋଇଥାଏ ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Muzamil Bhat

ମୁଜାମିଲ୍ ଭଟ ହେଉଛନ୍ତି ଶ୍ରୀନଗରରେ ବାସ କରୁଥିବା ଜଣେ ମୁକ୍ତବୃତ୍ତ ଫଟୋ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ଏବଂ ସେ 2022 ର ପରୀ ଫେଲୋ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।