ଏବେ-ଆଉ-ଆମେ-କରୋନା-ଭାଇରସ୍‌କୁ-କି-ଗରମକୁ-ଡରୁନାହୁଁ

Gaya, Bihar

Jun 17, 2020

ଏବେ ଆଉ ଆମେ କରୋନା ଭାଇରସ୍‌କୁ କି ଗରମକୁ ଡରୁନାହୁଁ

ଯେତେବେଳେ ସେମାନଙ୍କୁ ମଜୁରି ମିଳିଲାନି ଏବଂ ଖାଦ୍ୟଦ୍ରବ୍ୟ ସରି ସରି ଆସିଲା, ବିହାରର ଗୟାରୁ ଯାଇ ବାରଣାସୀର ବିଭିନ୍ନ ରେସ୍ତୋରାଁରେ କାମ କରୁଥିବା କର୍ମଚାରୀମାନେ ଧୀରେ ଧୀରେ ଘରକୁ ଫେରିବା ଆରମ୍ଭ କଲେ – କିନ୍ତୁ, ଜିଲ୍ଲାର ଆଉ କେତେ ଜଣ ସୁଦୂର ତାମିଲନାଡୁରେ ଅଟକି ରହିଥିଲେ

Want to republish this article? Please write to [email protected] with a cc to [email protected]

Author

Rituparna Palit

Rituparna Palit is a student at the Asian College of Journalism, Chennai.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।