ଆର୍‌ରେ-ଆଦିବାସୀମାନେ-ତାପରେ-ଆମେ-ଆମର-ଏହି-ଜମି-ହରାଇଥିଲୁ

Mumbai Suburban, Maharashtra

Nov 13, 2019

ଆର୍‌ରେ ଆଦିବାସୀମାନେ : ‘ତାପରେ ଆମେ ଆମର ଏହି ଜମି ହରାଇଥିଲୁ’

ଏକଦା ଉତ୍ତର ମୁମ୍ବାଇରେ ଥିବା ୩,୨୦୦ଆର୍‌ରେ ଟ୍ରାକ୍ଟରେ ୨୭ଟି ଛୋଟ ଛୋଟ ଆଦିବାସୀ ପଲ୍ଲୀ ଥିଲା । କିନ୍ତୁ ଅନେକ ବର୍ଷ ହେବ, ଏହି ଜମିର ଏକ ବଡ ଅଂଶରେ ଗୋଦୁଗ୍ଧ ଜାତ ପଦାର୍ଥ ଓ ଏକ ‘ଫିଲ୍ମ ସିଟି’ ସହିତ ଅନ୍ୟାନ୍ୟ ଅନେକ ପ୍ରକଳ୍ପ ଗଢି ଉଠିଛି । ଏହାର ସଦ୍ୟତମ ଦାବିଦାର ହେଉଛି ମୁମ୍ବାଇ ମେଟ୍ରୋର ଏକ କାର୍‌ ସେଡ୍‌- ଯାହା ପାଇଁ ବର୍ତ୍ତମାନ ପ୍ରାୟ ୨୬୦୦ରୁ ଅଧିକ ସଂଖ୍ୟକ ଗଛ କଟାଯାଇଛି ଓ ଏଥିପାଇଁ ଆଇନ୍‌ଗତ ଲଢେଇ ମଧ୍ୟ କରାଯାଇଛି । ଏହି ପ୍ରକ୍ରିୟାରେ, ଅନେକ ଆଦିବାସୀଙ୍କ ଘର ଧ୍ୱସ୍ତ ବିଧ୍ୱସ୍ତ ହୋଇଛି, ସେମାନଙ୍କ ଚାଷଜମି ସେମାନଙ୍କଠାରୁ ଛଡାଇ ନିଆଯାଇଛି, ସେମାନଙ୍କ ଜୀବନଧାରଣ ପନ୍ଥା ନଷ୍ଟ ହୋଇଯାଇଛି । ଅନେକ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି, ପଦଯାତ୍ରା ଆୟୋଜନ କରିଛନ୍ତି, ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଛନ୍ତି । ଏହି ପୋଡ୍‌କାଷ୍ଟରେ ସେମାନଙ୍କ ମଧ୍ୟରୁ ଜଣେ ଯାହା କହିଛନ୍ତି ତାହା ହେଉଛି : ‘ମେଟ୍ରୋ ପାଇଁ ଦାବି କରିବାକୁ ଗୋଟିଏ ମଧ୍ୟ ମୋର୍ଚ୍ଚା ଆୟୋଜିତ ହୋଇନାହିଁ

Author

Aakanksha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aakanksha

ଆକାଂକ୍ଷା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ସେ ପସନ୍ଦ କରନ୍ତି) PARIର ଜଣେ ସମ୍ବାଦଦାତା ଏବଂ ବିଷୟବସ୍ତୁ ସଂପାଦକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।