ଆମ-କଥା-ଶୁଣାଇବାର-ଏହା-ହିଁ-ଏକମାତ୍ର-ଉପାୟ

Nashik, Maharashtra

Mar 13, 2019

‘ଆମ କଥା ଶୁଣାଇବାର ଏହା ହିଁ ଏକମାତ୍ର ଉପାୟ’

ଗତକାଲି ମହାରାଷ୍ଟ୍ରର ବିଭିନ୍ନ ଭାଗରୁ ନାସିକ୍‌କୁ ଆସିଥିବା କ୍ଷୁଦ୍ରଚାଷୀ, ଶ୍ରମିକ ଏବଂ କୃଷକମାନେ ଆଜି ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟରେ ମୁମ୍ବାଇ ଅଭିମୁଖେ ପ୍ରତିବାଦ ପଦଯାତ୍ରାରେ ବାହାରିଛନ୍ତି ।

Want to republish this article? Please write to [email protected] with a cc to [email protected]

Author

PARI Team

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।