ଅଶୋକ-ତାରେ-ମିଳିଲାନି-ଛୁଟି-ଚାଲିଗଲେ-ସବୁଦିନ-ପାଇଁ-ଛୁଟିନେଇ

Mumbai Suburban, Maharashtra

Oct 28, 2020

ଅଶୋକ ତାରେ : ମିଳିଲାନି ଛୁଟି, ଚାଲିଗଲେ ସବୁଦିନ ପାଇଁ ଛୁଟିନେଇ

କୋଭିଡ୍‌ – ୧୯ର ଲକ୍ଷଣ ଥିବା ସତ୍ତ୍ୱେ, ଅଶୋକ ତାରେ, ମୁମ୍ବାଇର ଜଣେ ସଫେଇ କର୍ମଚାରୀ, କୌଣସି ସୁରକ୍ଷା ପୋଷାକ କିମ୍ବା ଛୁଟି ବିନା କାମ କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ପରିବାର ସାହାଯ୍ୟ ପାଇବା ପାଇଁ ଚାରିଆଡେ ଦଉଡିଥିଲା ଓ ମେ ୩୦ରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ଏବେ ସେମାନେ କ୍ଷତିପୂରଣ ପାଇବା ପାଇଁ ଅପେକ୍ଷା କରିଛନ୍ତି

Author

Jyoti

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।