ଅତି-କମ୍‌ରେ-ଏଠାରେ-ଆମ-ପାଖରେ-ଆମର-ଜମି-ଅଛି

Panna, Madhya Pradesh

Apr 26, 2019

‘ଅତି କମ୍‌ରେ ଏଠାରେ ଆମ ପାଖରେ ଆମର ଜମି ଅଛି’

ମଧ୍ୟପ୍ରଦେଶରେ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ରେ ରହୁଥିବା ଏକ ଛୋଟ ଗାଁ ରାମପୁରାର ବାସିନ୍ଦାମାନଙ୍କୁ ସେହି ସ୍ଥାନ ଛାଡ଼ିବା ଲାଗି କୁହାଯାଇଛି । କିନ୍ତୁ ସେମାନେ କହୁଛନ୍ତି, ସେମାନଙ୍କୁ ବିକଳ୍ପ ଜମି ଆବଣ୍ଟନ ହୋଇନଥିବାବେଳେ ସେମାନେ କୁଆଡେ ଯିବେ?

Want to republish this article? Please write to [email protected] with a cc to [email protected]

Author

Maithreyi Kamalanathan

ମୈତ୍ରୈୟୀ କମଲାନାଥନ୍‌ ହେଉଛନ୍ତି ମଧ୍ୟପ୍ରଦେଶ ପାନ୍ନାସ୍ଥିତ ପ୍ରୋଜେକ୍ଟ କୋଶିକାର ବୁନ୍ଦେଲଖଣ୍ଡ ଆକ୍ସନ୍‌ ଲ୍ୟାବ୍‌ର କମ୍ୟୁନିକେସନ୍ ହେଡ୍‌ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।