ତ୍ରିକୋଣଭୂମିରେ-ହତାଶା-ଏବଂ-ମୃତ୍ୟୁ

Thanjavur district, Tamil Nadu

Feb 13, 2020

ତ୍ରିକୋଣଭୂମିରେ ହତାଶା ଏବଂ ମୃତ୍ୟୁ

ଦୀର୍ଘ ଦିନର ମରୁଡ଼ି ଯୋଗୁଁ ତାମିଲନାଡୁର କାବେରୀ ନଦୀ ସଂଲଗ୍ନ ତ୍ରିକୋଣ ଭୂମି ଅଞ୍ଚଳରେ ବହୁ ଚାଷୀ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଚାଷବାସର ସଂକଟ ଏହାର କାରଣ ବୋଲି ରାଜ୍ୟ ସରକାର ମନା କରୁଥିବା ବେଳେ ବହୁ ପରିବାର ଭିନ୍ନ ଏକ କାହାଣୀ କହନ୍ତି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।