workers-like-us-hardly-get-anything-or

Parbhani, Maharashtra

Feb 08, 2025

‘‘ଆମ ଭଳି ଶ୍ରମିକମାନଙ୍କୁ କିଛି ମିଳିବ ନାହିଁ’

ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ତୃତୀୟ ପିଢ଼ି ଦରଜୀ ସୟଦ ଖୁର୍ସିଦଙ୍କ ଜୀବନ ଓ ଶ୍ରମ ସହିତ କେନ୍ଦ୍ର ବଜେଟ ୨୦୨୫ର କୌଣସି ସମ୍ପର୍କ ନାହିଁ

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Dipanjali Singh

ଦିପାଞ୍ଜଳି ସିଂହ ପିପୁଲ୍ସ ଆରକାଇଭସ୍ ଅଫ୍ ରୁରାଲ ଇଣ୍ଡିଆରେ ବରିଷ୍ଠ ସହାୟକ ସମ୍ପାଦକ। ସେ ମଧ୍ୟ ପରୀ ଲାଇବ୍ରେରୀ ପାଇଁ ବିଭିନ୍ନ ଦସ୍ତାବିଜ୍ ର ଗବେଷଣା ଓ ପ୍ରସ୍ତୁତି କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।