in-tinsukia-singing-lessons-for-birbol-or

Tinsukia, Assam

Oct 31, 2024

ତିନ୍‌ସୁକିଆରେ: ବୀରବଲ୍‌ ପାଇଁ ଗୀତ ଶିକ୍ଷା

ଶରତ ମୋରାନ ହାତୀମାନଙ୍କର ଜଣେ ବିଶେଷଜ୍ଞ ପ୍ରଶିକ୍ଷକ, ସେମାନଙ୍କୁ ପୋଷା ମନାଇବା ପାଇଁ ଗୀତ ଗାଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Himanshu Chutia Saikia

ହିମାଂଶୁ ଚୁତିୟା ସାଇକିଆ, ସମ୍ପ୍ରତି ମୁମ୍ବାଇରେ ରହୁଛନ୍ତି, ଜଣେ ସ୍ଵାଧୀନ ବୃତ୍ତଚିତ୍ର ନିର୍ମାତା, ଚଳଚ୍ଚିତ୍ର ସମ୍ପାଦକ ଏବଂ ଆସାମର ଜଣେ ସଙ୍ଗୀତଜ୍ଞ ଅଟନ୍ତି। ସେ ୨୦୨୧ରୁ ପରୀର ଫେଲୋ ଭାବେ କାମ କରିଆସୁଛନ୍ତି।

Photographs

Pranshu Protim Bora

ପ୍ରାଂଶୁ ପ୍ରତୀମ ବୋରା ମୁମ୍ବାଇରେ ରହୁଥିବା ଜଣେ ସିନେମାଟୋଗ୍ରାଫର ଏବଂ ଫଟୋଗ୍ରାଫର୍। ସେ ମୂଳତଃ ଆସାମ ଜୋରହାଟର ବାସିନ୍ଦା ଏବଂ ଉତ୍ତର ପୂର୍ବ ଭାରତର ଲୋକ ପରମ୍ପରା ବିଷୟରେ ଅଧିକ ଜାଣିବା ଲାଗି ତାଙ୍କର ଆଗ୍ରହ ରହିଛି।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।