in-jalna-muslims-dont-count-or

Jalna, Maharashtra

Jan 09, 2024

ଜଲନାରେ : ‘ମୁସଲମାନଙ୍କର କୌଣସି ଗୁରୁତ୍ୱ ନାହିଁ’

ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ମୁସଲମାନମାନେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ହିନ୍ଦୁଙ୍କ ବିରୋଧରେ ଅଭିଯୋଗ କଲେ ପୁଲିସ ଗ୍ରହଣ କରିନଥାଏ କିମ୍ବା ସେମାନଙ୍କ ପ୍ରତି ଶତ୍ରୁତା ପୂର୍ଣ୍ଣ ଆଚରଣ କରିଥାଏ । ଏପରି ଏକାଧିକ ଉଦାହରଣ ରହିଥିବା ସେମାନେ କୁହନ୍ତି । ମୁସଲମାନଙ୍କ ବିରୋଧରେ କଥିତ ଅପରାଧକୁ ନେଇ ପୁଲିସ ତତ୍ପରତା ପୂର୍ବକ ମାମଲା ରୁଜୁ କରିଥାଏ, କିନ୍ତୁ ଯେତେବେଳେ ସେମାନଙ୍କ ବିରୋଧରେ ଆକ୍ରମଣ ହୋଇଥାଏ ଏବଂ ସେମାନଙ୍କୁ ଧମକ ଦିଆଯାଏ ସମାନ ସୁବିଧା ପାଇବା ଲାଗି ସେମାନଙ୍କୁ ସଂଘର୍ଷ ଓ ଗୁହାରି କରିବାକୁ ପଡ଼ିଥାଏ ବୋଲି ସେମାନେ କୁହନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।