fish-while-you-play-play-while-you-cook-or

Surendranagar, Gujarat

Jan 25, 2025

ଖେଳିବା ବେଳେ ଧରିବା ମାଛ, ରାନ୍ଧିବା ବେଳେ ଖେଳକୁଦ

ଆଜି ଦି’ପହରେ ଗୁଜରାଟର ଖାରାଘୋଡ଼ା ଗାଁର ସାତଜଣ ପିଲା ଏହା କରୁକରୁ ଶିଖୁଛନ୍ତି। ସେମାନଙ୍କ ପାଇଁ ସ୍କୁଲଯିବାରେ କିଛି ମଜା ନାହିଁ

Want to republish this article? Please write to [email protected] with a cc to [email protected]

Author

Umesh Solanki

ଉମେଶ ସୋଲାଙ୍କି ଅହମ୍ମଦାବାଦର ଜଣେ ଫଟୋଗ୍ରାଫର, ରିପୋର୍ଟର, ବୃତ୍ତଚିତ୍ର ନିର୍ମାତା ଔପନ୍ୟାସିକ ଓ କବି । ତାଙ୍କର ତିନିଟି କବିତା ସଂକଳନ, ଗୋଟିଏ କାବ୍ୟ ଉପନ୍ୟାସ, ଗୋଟିଏ ଉପନ୍ୟାସ ଓ କେତେକ ବାସ୍ତବତାଭିତ୍ତିକ ସୃଜନଶୀଳ ସାହିତ୍ୟ କୃତୀ ସଂଗ୍ରହ ପ୍ରକାଶ ପାଇଛି ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।