ବିଦର୍ଭରେ-କୃଷି-ସଙ୍କଟ-ଓ-ମାନସିକ-ଚାପ

Yavatmal, Maharashtra

Mar 24, 2023

ବିଦର୍ଭରେ କୃଷି ସଙ୍କଟ ଓ ମାନସିକ ଚାପ

ଜଳବାୟୁ ଅନିଶ୍ଚିତତା ଏବଂ ଏହାର ପରିଣାମ ସ୍ୱରୂପ ଆର୍ଥିକ କ୍ଷତି କାରଣରୁ ମହାରାଷ୍ଟ୍ରର ଏହି ମରୁଡ଼ିଗ୍ରସ୍ତ କ୍ଷେତ୍ରରେ ଲୋକମାନଙ୍କ ମଧ୍ୟରେ ମାନସିକ ଚାପ ସୃଷ୍ଟି ହୋଇଛି

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।