ଚାଷୀଙ୍କୁ-ବରବାଦ-କରିଦେଇଛି-ବିମୁଦ୍ରୀକରଣ

Amravati, Maharashtra

Feb 12, 2020

‘ଚାଷୀଙ୍କୁ ବରବାଦ କରିଦେଇଛି ବିମୁଦ୍ରୀକରଣ’

ବିଦର୍ଭର କୃଷିଜାତ ସାମଗ୍ରୀ ବଜାରରେ ବର୍ଷର ଏହି ସମୟ ହିଁ ବେପାର ଜମିବା କଥା । ହେଲେ ଏଠାକାର ଚାଷୀମାନେ ଏବେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । କାରଣ, କମ୍‌ ଦାମରେ ବିକିବାକୁ ବାଧ୍ୟ ହେଉଛନ୍ତି, ଉତ୍ପାଦିତ କ୍ଷୟଶୀଳ ସାମଗ୍ରୀ ନଷ୍ଟ ହେଉଛି କିମ୍ବା ସେମାନଙ୍କ ଋଣ ପରିଶୋଧ ଲାଗି ବ୍ୟାଙ୍କରେ ନଗଦ ଆକାରରେ ପୁରୁଣା ଟଙ୍କା ଜମା କରିବାକୁ ପଡ଼ିବ ବୋଲି ଆଶଙ୍କା ଉପୁଜିଛି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ‘ପରୀ’ର ଭ୍ରାମ୍ୟମାଣ ରିପୋର୍ଟର । ସେ ‘ରାମାରାଓ: ଦି ଷ୍ଟୋରୀ ଅଫ୍ ଇଣ୍ଡିଆସ୍ ଫାର୍ମ କ୍ରାଇସିସ୍’ ଶୀର୍ଷକ ପୁସ୍ତକର ରଚୟିତା । “ସାମାଜିକ ସଚେତନତା, ସହାନୁଭୂତି ଏବଂ ପରିବର୍ତ୍ତନ” ଦିଗରେ ପ୍ରେରଣା ପ୍ରଦାନକାରୀ ତାଙ୍କର “ସାର୍ଥକ, ଦାୟିତ୍ୱସଂପନ୍ନ, ଏବଂ ପ୍ରଭାବଶାଳୀ ସାମ୍ବାଦିକତା,” କୁ ସ୍ୱୀକୃତି ପ୍ରଦାନ ପୂର୍ବକ ୨୦୨୫ରେ, ଜୟଦୀପ ‘ରାମୋଜୀ ଏକସେଲନସ ଆୱାର୍ଡସ-୨୦୨୫’ରେ ପ୍ରଥମ ‘ଆୱାର୍ଡ ଅଫ୍ ଏକସେଲନସ’ ବିଜୟୀ ହୋଇଥିଲେ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।