ଏହା-ଏକ-ନୂଆ-ପ୍ରକାରର-ମରୁଡ଼ି

Chandrapur, Maharashtra

Apr 18, 2023

‘ଏହା ଏକ ନୂଆ ପ୍ରକାରର ମରୁଡ଼ି’

ମରୁଡ଼ି ଓ ଆର୍ଥିକ ସଂକଟକୁ ନେଇ ସଂଘର୍ଷ କରୁଥିବା ବିଦର୍ଭର ଚାଷୀମାନଙ୍କ ପାଇଁ ଆଉ ଏକ ବିପଦ ମାଡ଼ି ଆସିଛି – ମହାରାଷ୍ଟ୍ରର ତାଡ଼ୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ ସୀମା ଡେଇଁ ଆସୁଥିବା ଜଙ୍ଗଲୀ ପଶୁଙ୍କ ଆକ୍ରମଣ ଏବଂ ହତ୍ୟା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟ ସରକାରଙ୍କଠାରୁ ସେତେଟା ସହାୟତା ମିଳୁନାହିଁ, ଓଲଟି ସେମାନଙ୍କୁ ନିଜ ଭାଗ୍ୟକୁ ନେଇ ବଞ୍ଚିବା ଲାଗି ଛାଡ଼ି ଦିଆଯାଇଛି

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ‘ପରୀ’ର ଭ୍ରାମ୍ୟମାଣ ରିପୋର୍ଟର । ସେ ‘ରାମାରାଓ: ଦି ଷ୍ଟୋରୀ ଅଫ୍ ଇଣ୍ଡିଆସ୍ ଫାର୍ମ କ୍ରାଇସିସ୍’ ଶୀର୍ଷକ ପୁସ୍ତକର ରଚୟିତା । “ସାମାଜିକ ସଚେତନତା, ସହାନୁଭୂତି ଏବଂ ପରିବର୍ତ୍ତନ” ଦିଗରେ ପ୍ରେରଣା ପ୍ରଦାନକାରୀ ତାଙ୍କର “ସାର୍ଥକ, ଦାୟିତ୍ୱସଂପନ୍ନ, ଏବଂ ପ୍ରଭାବଶାଳୀ ସାମ୍ବାଦିକତା,” କୁ ସ୍ୱୀକୃତି ପ୍ରଦାନ ପୂର୍ବକ ୨୦୨୫ରେ, ଜୟଦୀପ ‘ରାମୋଜୀ ଏକସେଲନସ ଆୱାର୍ଡସ-୨୦୨୫’ରେ ପ୍ରଥମ ‘ଆୱାର୍ଡ ଅଫ୍ ଏକସେଲନସ’ ବିଜୟୀ ହୋଇଥିଲେ ।

Editor

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।