living-off-grass-blades-in-the-national-capital-or

New Delhi

Oct 21, 2025

ଦେଶର ରାଜଧାନୀରେ ଘାସ ଆଶ୍ରାରେ ଜୀଵନ

ବିହାରରୁ ଆସିଥିବା ପ୍ରବାସୀ ରୀତା ଏବଂ ତାଙ୍କ ପରିବାର ଯମୁନାର ବନ୍ୟାପ୍ଳାବିତ ଅଞ୍ଚଳରେ ଏକ ଅସ୍ଥାୟୀ କୁଡ଼ିଆ କରି ରହୁଛନ୍ତି, ଯେଉଁଠି ସେମାନଙ୍କୁ ପ୍ରତିଦିନ ଏକ ନୂଆ ସମସ୍ୟାର ସମ୍ମୁଖିନ ହେଵାକୁ ପଡ଼ିଥାଏ। ସେମାନେ ନୂଆଦିଲ୍ଲୀରେ ଏଲିଫେଣ୍ଟ ଗ୍ରାସ ବିକ୍ରି କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି

Author

Sandhya

Photo Editor

Binaifer Bharucha

Video Editor

Sinchita Parbat

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Sandhya

ସନ୍ଧ୍ୟା ପରୀର ସାମାଜିକ ଗଣମାଧ୍ୟମରେ କାମ କରୁଥିବା ଜଣେ ସହକାରୀ ସମ୍ପାଦକ, ଏବଂ ଏହା ବ୍ୟତୀତ ସେ ପରୀ ଭାଷାଟିମ୍‌ର ମଧ୍ୟ ସଦସ୍ୟ ଅଟନ୍ତି । ସେ ଜଣେ ସାମ୍ଵାଦିକା ଏବଂ ପୂର୍ବରୁ ସେ ଖବର ଲହରିୟାରେ କାମ କରୁଥିଲେ ।

Video Editor

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।