ବିଶେଷ-ତଦନ୍ତ-ରିପୋର୍ଟ-ପୋକ-ଆକ୍ରମଣ-ଅପ୍ରତ୍ୟାଶିତ-ଓ-ଭୟଙ୍କର

Yavatmal, Maharashtra

Aug 07, 2018

ବିଶେଷ ତଦନ୍ତ ରିପୋର୍ଟ: ପୋକ ଆକ୍ରମଣ ଅପ୍ରତ୍ୟାଶିତ ଓ ଭୟଙ୍କର

୨୦୧୭ ମସିହାରେ ୟବତ୍ମାଲ ଠାରେ ଅତ୍ୟଧିକ କୀଟନାଶକ ବ୍ୟବହାରଜନିତ ବିଷ ପ୍ରତିକ୍ରିୟା ଆଲୋଡନ ସୃଷ୍ଠି କରିବା ସହ ବିଦର୍ଭର କୃଷକମାନଙ୍କ ଅବସ୍ଥା ପ୍ରତି ଦୃଷ୍ଠି ଆକର୍ଷଣ କରିଥିଲା। ଏ ସମ୍ପର୍କରେ ବିଶେଷ ତଦନ୍ତକାରୀ ଦଳର ତିନୋଟି ରିପୋର୍ଟ ମଧ୍ୟରୁ ତୃତୀୟଟି ଉପରେ ପରିର ନଜର।

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର ନାଗପୁରର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ‘ପରୀ’ର ଭ୍ରାମ୍ୟମାଣ ରିପୋର୍ଟର । ସେ ‘ରାମାରାଓ: ଦି ଷ୍ଟୋରୀ ଅଫ୍ ଇଣ୍ଡିଆସ୍ ଫାର୍ମ କ୍ରାଇସିସ୍’ ଶୀର୍ଷକ ପୁସ୍ତକର ରଚୟିତା । “ସାମାଜିକ ସଚେତନତା, ସହାନୁଭୂତି ଏବଂ ପରିବର୍ତ୍ତନ” ଦିଗରେ ପ୍ରେରଣା ପ୍ରଦାନକାରୀ ତାଙ୍କର “ସାର୍ଥକ, ଦାୟିତ୍ୱସଂପନ୍ନ, ଏବଂ ପ୍ରଭାବଶାଳୀ ସାମ୍ବାଦିକତା,” କୁ ସ୍ୱୀକୃତି ପ୍ରଦାନ ପୂର୍ବକ ୨୦୨୫ରେ, ଜୟଦୀପ ‘ରାମୋଜୀ ଏକସେଲନସ ଆୱାର୍ଡସ-୨୦୨୫’ରେ ପ୍ରଥମ ‘ଆୱାର୍ଡ ଅଫ୍ ଏକସେଲନସ’ ବିଜୟୀ ହୋଇଥିଲେ ।